ଆଇଏଏସ୍‌ ସ୍ତରରେ ଅଦଳବଦଳ : ଦକ୍ଷତା ବିକାଶ ଓ ‌ବୈଷୟିକ ଶିକ୍ଷା ସଚିବ ହେଲେ ଉଷା ପାଢ଼ୀ

ଭୁବନେଶ୍ବର: ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର ଡେପୁଟେସନରୁ ଫେରିଲା ପରେ ବରିଷ୍ଠ ଆଇଏଏସ୍‌ ଉଷା ପାଢ଼ୀଙ୍କୁ ନୂଆ ଦାୟିତ୍ବ ମିଳିଛି। ତାଙ୍କୁ ଦକ୍ଷତା ବିକାଶ ଓ ‌ବୈଷୟିକ ଶିକ୍ଷାସଚିବ ଭାବେ ନିଯୁକ୍ତି ମିଳିଛି। ଏଥି ସହିତ ଶ୍ରୀମତୀ ପାଢ଼ୀଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି। ସେହିପରି ବିଷ୍ଣୁପଦ ସେଠୀଙ୍କୁ … Continue reading ଆଇଏଏସ୍‌ ସ୍ତରରେ ଅଦଳବଦଳ : ଦକ୍ଷତା ବିକାଶ ଓ ‌ବୈଷୟିକ ଶିକ୍ଷା ସଚିବ ହେଲେ ଉଷା ପାଢ଼ୀ